ରାଇସିଂଇ ଘାଟିରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ୨୪ ଯାତ୍ରୀ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ ବ୍ରହ୍ମପୁର ଯାଉଥିବା କାମଧେନୁ ବସ୍ ଗଜପତି ଜିଲ୍ଲା ମୋହନା ରାଇସିଂଇ ଘାଟିରେ ଓଲଟି ପଡ଼ିଛି।

ଏଥିରେ ଥିବା ୨୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes