ରାଇଘରରେ 24 ଘଣ୍ଟାରେ 58 ମିମି ବର୍ଷା July 18, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ରାଇଘରରେ 58 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l