ରଦ୍ଦ ହେଲା ସମସ୍ତ ନିଗମର ଉପଦେଷ୍ଟା, ଅଧ୍ୟକ୍ଷ ପଦବି

ରାଜ୍ୟରେ 23 ଟି ନିଗମର ଉପଦେଷ୍ଟା ଓ ଅଧ୍ୟକ୍ଷ ପଦବିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଦ୍ଦ କରିଛନ୍ତି l ଏ ସମ୍ପର୍କରେ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes