ରଥ ମରାମତି କାର୍ଯ୍ୟ ନିରୀକ୍ଷଣ କଲେ ପ୍ରଶାସନ ଅଧିକାରୀ

ବୌଦ୍ଧ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ରଥ ଖଳାରେ ମରାମତି ହେଉଥିବା କାର୍ଯ୍ୟକୁ ଆଜି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତିକାନ୍ତ ବଳିଆର ସିଂହ ଓ ଅନ୍ୟାନ୍ୟ ଅଧିକାରୀଗଣ ପହଞ୍ଚି ତଦାରଖ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes