ଯୋଡ଼ାରେ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୧୪୪ ଧାରା କୋହଳ

ଗୋଷ୍ଠୀ ସଂଘର୍ଷ ଯୋଗୁଁ ଗତ ତିନି ଦିନ ଧରି ଯୋଡ଼ା ସହରରେ 144 ଧାରା ଜାରି ଥିବା ବେଳେ 14 ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି l

ତେବେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆଜି ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ 144 ଧାରା କୋହଳ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes