ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରୁ ଜଣେ ବ୍ୟକ୍ତି ନିଜ ଭଉଣୀର ବିବାହ ନିମନ୍ତ୍ରଣ ବାଣ୍ଟିବା ପାଇଁ ଗଜପତି ଜିଲ୍ଲା କିଦିଗମ୍ ଗାଁ ଆସିଥିବା ବେଳେ ସେ ରୋଡ ଉପରେ ଥିବା ଧାନ ଖୋଳାରେ ବାଇକ୍ ରଖି ନିମନ୍ତ୍ରଣ ବାଣ୍ଟିବାକୁ ଯାଇଥିଲେ।
ସେଠାରୁ ଫେରି ଦେଖିଲା ବେଳକୁ ଗାଡ଼ି ନଥିଲା। ସେ ଆଜି କାଶୀନଗର ପୁଲିସକୁ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଜାରି ରହିଛି।