ଆଜି ପ୍ରେସମିଟରେ ବିଜେପି ସା.ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଏହି ଚେତାବନୀ ଦେଇଛନ୍ତି।
ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ୨୦୧୮-୧୯ ଓଏଟିଂ ତାଲିକାରେ ଦେଢ଼ଲକ୍ଷ ନାଁ ଥିଲା, ଏବେ ଆଉ ନାହିଁ, ସ୍ୱଚ୍ଛତା ବଜାୟ ରହୁ, ଉକ୍ତ ତାଲିକାକୁ ରେଫରାଲ ନିଆଯାଇ ଘର ବଣ୍ଟାଯାଉ।ଅଭିଯୋଗକାରୀଙ୍କ ନାଁ ଗୁପ୍ତ ରହୁ, ବ୍ଲକ ଅଫିସରେ ଅଭିଯୋଗ ବାକ୍ସ ରହୁ, ଯାହାର ଆଜବେଷ୍ଟସ ଘର ବି ଅଛି, ତାକୁ ସାମିଲ କରାଯାଉ ବୋଲି ପୃଥ୍ବୀରାଜ କହିଛନ୍ତି।