ଯୁବକଙ୍କ ହତ୍ୟା ଘଟଣାର ଭିଡିଓ ଭାଇରାଲ୍ ପରେ ୭ ଗିରଫ

ଗଞ୍ଜାମ ଜିଲ୍ଲା ଚିଙ୍ଗୁଡ଼ିଘାଇର ସ୍କୁଲ ନିକଟରୁ ମୃତଦେହ ଉଦ୍ଧାର ପରେ ହତ୍ୟାର ଭିଡିଓ ଭାଇରାଲ୍ ହୋଇଥିଲା। ହତ୍ୟା ବେଳର ଦୃଶ୍ୟ ଭାଇରାଲ୍ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଏସଡିପିଓ।

ପୂର୍ବରୁ ୫ ଓ ଗତକାଲି ଆଉ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଖୋଜୁଛି। ଭିଡ଼ିଓରେ ଦେଖିବାକୁ ମିଳିଛି, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଅତି ଅମାନୁଷିକ ଭାବେ ମାଡ଼ ମରାଯାଉଛି, କାକୁତିମିନତି ସତ୍ତ୍ବେ ପିଠିକୁ କାଠ ଫାଳିଆରେ ପିଟା ଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes