ଭାରସାମ୍ୟ ହରାଇ ଓଲଟିଲା ଅଟୋ; ୧ ମୃତ, ୨ ଆହତ

ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ବାଙ୍କୀ ଘାଟିରେ ଅଟୋ ଓଲଟିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ଅନ୍ୟ ୨ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ମହୁଲପଦା ଗାଁର ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes