ଯୁବକଙ୍କୁ ମାରି ରାସ୍ତାକଡ଼ରେ ଫିଙ୍ଗିଦେଲେ ୨ ଦୁର୍ବୃତ୍ତ

ସମ୍ବଲପୁର ଜିଲ୍ଲା ବୁର୍ଲା ପେଟ୍ରୋଲ ପମ୍ପ ରାସ୍ତାକଡ଼ରୁ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା।

ହସ୍ପିଟାଲରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମୃତ ଯୁବକ ସ୍ଥାନୀୟ ବିଷ୍ଣୁପଡ଼ାର ବୋଲି ସୂଚନା ମିଳିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes