ଶୋଇ ପଡ଼ିଲେ ହାତୀ ପଲ

ପାଟଣା ରେଞ୍ଜ ଅନ୍ତର୍ଗତ ସାହାର ପଡା ସେକ୍ସନ ଶିଲି ପଦା କାଜୁ ଜଙ୍ଗଲରେ ଗତ କାଲି ରାତିରେ ଶୋଇ ପଡ଼ି ଆଜି ସକାଳେ ଦଶ ଠାରେ ଉଠି ଥିବା ସ୍ଥାନୀୟ ଲୋକ କହିଛନ୍ତି। ତେବେ ଦିନ ରାତି ଚଳ ପ୍ରଚଳ କରୁଥିବାରୁ ଥକି ଶୋଇ ପଡ଼ିଥିଲେ ନା ମଦ ହାଣ୍ଡିଆ ପିଇ ନିଶାଗ୍ରସ୍ତ ହୋଇ ଶୋଇ ପଡ଼ିଥିଲେ ସ୍ପଷ୍ଟ ଜଣା ପଡ଼ିନାହିଁ। ନା ଅସୁସ୍ଥତା କାରଣରୁ ଶୋଇଥିଲେ ତାହା ମଧ୍ୟ ଜଣା ପଡିନାହିଁ। ବନ ବିଭାଗ ସୂତ୍ରରୁ ଜଣା ପଡ଼ିଛି ଯେ ସେମାନେ ଚମ୍ପୁଆ ରେଞ୍ଜରୁ ମୟୂରଭଞ୍ଜ ସୀମା କୁ ପୂର୍ବ ଦିନ ରାତିରେ ପଲଉ ଥିବା ବେଳେ ପୁଣି ପାଟଣା ରେଞ୍ଜ କୁ ଫେରି ଆସିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes