ଯୁବକକୁ ଆକ୍ରମଣ, ଆହତ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବଡ ନୂଆ ଗାଁ ଗ୍ରାମର ତପନ ମହାରଣା ନିଜ ଭଉଣୀ ଘରୁ ଘରକୁ ଆଜି ଅପରାହ୍ନରେ ଫେରୁଥିବା ବେଳେ କୋଚିଆକୋଇଲି ଛକ ନିକଟରେ କିଛି ଯୁବକ ଗାଡିକୁ ଅଟକାଇ ଥଣ୍ଡା ବୋତଲରେ ତପନଙ୍କୁ ଆକ୍ରମଣ କରିଥିଲେ ।

ଏନେଇ ତପନର ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes