ପାଇକବୋରି ଅଙ୍ଗନୱାଡ଼ି କେନ୍ଦ୍ରରେ ଓଜନ ଉତ୍ସବ ପାଳିତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ପାଇକବୋରୀ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜି ୦ରୁ ୫ବର୍ଷ ଶିଶୁଙ୍କ ଓଜନ ଉତ୍ସବ ପାଳିତ ହୋଇଯାଇଛି ।

ଏଥିରେ ସରପଞ୍ଚ ବନମାଳୀ ମାଝୀଙ୍କ ସମେତ ଗ୍ରାମର ସଚେତନ ନାଗରିକ ଯୋଗଦେଇ ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes