ମୋ ମୁହଁ ବନ୍ଦ କରି ମୋତେ କୋର୍ଟ ଫରୱାର୍ଡ କରାଯାଉଛି : ଅର୍ଚ୍ଚନା

କୋର୍ଟ ଭ୍ୟାନ୍ ଭିତରୁ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ଅର୍ଚ୍ଚନା ନାଗ କହିଛନ୍ତି, ମୋ ମୁହଁ ବନ୍ଦ କରି ମୋତେ କୋର୍ଟ ଫରୱାର୍ଡ କରାଯାଉଛି, ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ, ଏଥିପାଇଁ ସିବିଆଇ ତଦନ୍ତ ହେଉ, ତଦନ୍ତ ହେଲେ ତ ସତ ବାହାରିବ ବୋଲି କହିଛନ୍ତି ଅର୍ଚ୍ଚନା ନାଗ।

ଏହା ସହ ଅକ୍ଷୟ ପରିଜାଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି ପ୍ରଶ୍ନରେ ସେ କହିଛନ୍ତି, କିଛି ନେଇନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes