‘ମୋ ବସ’ରେ ୨ ଜଣ ଛାତ୍ରୀଙ୍କ ଠାରୁ ମୋବାଇଲ୍ ଲୁଟ୍

ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କଲେଜର ୨ ଛାତ୍ରୀ ‘ମୋ ବସ’ରେ ଯାଉଥିବା ବେଳେ ତାଙ୍କ ମୋବାଇଲ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଜଣେ ମହିଳା ଲୁଟେରା ୨ ଛାତ୍ରୀଙ୍କ ମୋବାଇଲ୍ ଲୁଟ କରିଥିବା ସନ୍ଦେହ କରାଯାଉଛି। ଲୁଟ୍‌ ଶିକାର ହୋଇଥିବା ୨ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes