ମୋହନାରେ ତିବ୍ବତୀୟଙ୍କ ପ୍ରତୀକାତ୍ମକ ବିକ୍ଷୋଭ

ଚୀନ କବଳରୁ ତିବ୍ବତର ମୁକ୍ତି ଦାବି କରିଛନ୍ତି ଜିରାଙ୍ଗ ସ୍ଥିତ ବୌଦ୍ଧ ପୀଠର ଧର୍ମଗୁରୁ ପେନଚନ ଲାମା l
ଏହି ଦାବିରେ ଆଜି ତିବ୍ବତୀୟ ମହିଳା ମାନେ ମଧ୍ୟ ପ୍ରତୀକାତ୍ମକ ବିକ୍ଷୋଭ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes