ମେଟ୍ରୋ ରେଲ୍ ସିଷ୍ଟମ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର-କଟକରେ ମେଟ୍ରୋ ରେଲ୍ ସିଷ୍ଟମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଟ୍ୱିନ୍ ସିଟିରେ ଜନସଂଖ୍ୟା ବଢ଼ୁଥିବାରୁ ମେଟ୍ରୋ ରେଲ୍ ପଲିସି-୨୦୧୭ ଅନୁସାରେ ସୁୂବିଧା ଦରକାର ରହିଛି। ରାଜ୍ୟ ସରକାର ଡିପିଆର ପ୍ରସ୍ତୁତ କରି ତୁରନ୍ତ ଏମଓଏଚୟୁଏକୁ ପଠାନ୍ତୁ, ମୁଁ ନିଜେ ମଧ୍ୟ ଏନେଇ ଏମଓଏଚୟୁଏକୁ ଚିଠି ଲେଖି ଅନୁରୋଧ କରିସାରିଛି ବୋଲି ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes