ନାଗାବଳୀ ଝୁଲାପୋଲ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଡେଥ୍ ଜୋନ୍ ପାଲଟିଥିବା ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀ ଝୁଲାପୋଲକୁ ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି ଜିଲ୍ଲା ପ୍ରଶାସନ।

ଝୁଲାପୋଲରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବନ୍ଦ ନିଷ୍ପତ୍ତି ନେଇଛି ପ୍ରଶାସନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes