ମୁର୍ଷୁଣ୍ଢି ଗଜଲକ୍ଷ୍ମୀ ପୂଜା ଉଦଯାପିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଠାରେ ଚାଲିଥିବା ୪୦ତମ ଗଜଲକ୍ଷ୍ମୀ ପୂଜା ବୁଧବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ପୂଜା ଅବସରରେ ଏଠାରେ ମୂରାସୁର ଦରବାର, ରାମାୟଣ ପାରାୟଣ, ଅପେରା ପ୍ରଦର୍ଶନ, କୃଷ୍ଣ ଗୁରୁ , ମହିଳା ଦଣ୍ଡ ନୃତ୍ୟ ଆଦି ପରିବେଷିତ ହୋଇଥିଲା । ଆଜି ଭସାଣୀ ଶୋଭାଯାତ୍ରାରେ ଦୁଲଦୁଲି ବାଦ୍ୟ, ଘଣ୍ଟ ବାଦ୍ୟ ଓ ରୋଡ ଡ୍ୟାନସ ଆଦି ପରିବେଷିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes