ମୁମ୍ବାଇ ଓଡିଶା ଭବନ ସମ୍ପ୍ରସାରଣର ଭିତ୍ତି ପକାଇଲେ ନବୀନ

ମୁମ୍ବାଇ ସ୍ଥିତ ଓଡିଶା ଭବନର ସମ୍ପ୍ରସାରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ପକାଇଛନ୍ତି l ଏହି ଭବନରେ 28 ଟି ରୁମ ଓ 4 ଟି ଏସି ଡର୍ମିଟୋରି ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes