ଗତ ୧୨ ତାରିଖ ରାତିରେ ଏହି ଘଟଣା ଘଟିଛି। ଝିଅ ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ପଡୋଶୀ ଡାକି ନେଇଥିଲା।
ଅଭିଯୁକ୍ତ ସହ ଚାଲିଯାଇଥିଲେ ନାବାଳିକା। ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିଲା। ମଞ୍ଚେଶ୍ୱର ଝରଣା ସାହି ବସ୍ତିରୁ ଅଭିଯୁକ୍ତ ଯୁଧିଷ୍ଠିର ସୋରେନକୁ ଗିରଫ କରିଛି ପୁଲିସ।
Credible Local News of Odisha