ମୁଖିଗୁଡ଼ା ଜଗନ୍ନାଥ ମନ୍ଦିରରୁ ଚୋରି ନେଇ ଥାନାରେ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖିଗୁଡା ଜଗନ୍ନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତ୍ରୀରେ କେତେକ ଦୁର୍ବୃତ୍ତ ତାଲା ଭାଙ୍ଗି ପ୍ରଭୁଙ୍କ ୧୦କେଜି ଓଜନର ରୂପା ମୁକୁଟ,ହୁଣ୍ଡିରୁ ସମସ୍ତ ଟଙ୍କା ଚୋରି କରିଛନ୍ତି ।

ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ରୁ ୧୫ଲକ୍ଷ ଟଙ୍କା ହେବ ବୋଲି ମନ୍ଦିର ପୂଜକ ମହେଶ୍ୱର ଦାସ କହିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes