କଂଗ୍ରେସ ଛାଡିଲେ ମନୋଜ ମହାପାତ୍ର

କଂଗ୍ରେସର ମୁଖପାତ୍ର ପଦରୁ ଓ ପ୍ରାଥମିକ ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ମନୋଜ।

ପିସିସି ସଭାପତିଙ୍କ ପାଖକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes