ମିନି ଟ୍ରକର ଚକ ଫାଟି ୨ ଆହତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁଖ୍ୟ ଛକ ଠାରେ ଏକ ସିମେଣ୍ଟ ବୋଝେଇ ୪୦୭ ଟ୍ରକର ପଛ ଚକ ଫାଟି ଯିବାରୁ ୨ ଜଣ ପଥଚାରୀ ଆହତ ହୋଇଥିବା ଜଣାପଡିଛି ।

ସେମାନଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes