ତରାପୁର ପାହାଡ଼ ପରିଦର୍ଶନରେ ଧର୍ମଶାଳା ବିଧାୟକ

ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ତରାପୁର ପାହାଡ଼ ପରିଦର୍ଶନ କରିଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ ।

ସେ ପାହାଡ଼ର ସୌନ୍ଦର୍ଯ୍ଯକରଣ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes