ରାଉରକେଲା ପାନପୋଷ ଛକରେ ଏକ ମିଠା ଦୋକାନରେ ସିଲିଣ୍ଡର ଫାଟି ଯିବାରୁ ନିଆଁ ଲାଗିଛି।
ଦୋକାନ ଭିତରେ ଜଣେ ଫସି ରହିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି।
Credible Local News of Odisha