ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ

ଆଣ୍ଡାମାନ ସାଗର ନିକଟ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

୨୩ ସକାଳ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ଦିଗକୁ ଗତିକରି ପରେ ଦିଗ ବଦଳାଇବ। ଦିଗ ବଦଳାଇ ପରେ ବାତ୍ୟାରେ ରୂପାନ୍ତରିତ ହେବା ଆକଳନ କରିଛି ପାଣିପାଗ ବିଭାଗ। ୨୫ ସକାଳେ ଏହା ପଶ୍ଚିମବଙ୍ଗ-ବାଂଲାଦେଶ ଊପକୂଳ ଛୁଇଁବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes