ମା ଓ ସ୍ତ୍ରୀକୁ ଶିଳପୁଆରେ ଛେଚି ହତ୍ୟା କଲା ପୁଅ

ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗ୍ରାମରେ ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ସ୍ତ୍ରୀ ଓ ମା କୁ ଶିଳପୁଆରେ ଛେଚି ହତ୍ୟା କରିଥିବା ପୁଲିସ କହିଛି l
ଶାଶୁ ଓ ବୋହୂ ମଦ୍ୟପାନ କରି ପରସ୍ପର ମଧ୍ୟରେ କଳି ଲାଗିବାରୁ ବିରକ୍ତ ହୋଇ ସେ ସେମାନଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କହିଛି l ପୁଲିସ ତାକୁ ଅଟକ ରଖି ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes