ରାସ୍ତା ପାର୍ଶ୍ଵରୁ ଶିଶୁ ପୁତ୍ର ଉଦ୍ଧାର, ପୁଲିସକୁ ହସ୍ତାନ୍ତର

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଦୁର୍ଗାପୁର ପାଖରେ ଆଜି ରାସ୍ତା ପାର୍ଶ୍ଵରୁ ଏକ ତିନି ମାସର ଶିଶୁ ପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes