ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା, 3 ଆହତ

ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହେଉଥିବା ମାଲ୍ୟବନ୍ତ ମହୋତ୍ସବରେ ଗତକାଲି ରାତିରେ ଦଳାଚକଟା ହେବାରୁ 3 ଜଣ ଆହତ ହୋଇଛନ୍ତି l ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି l
ମେଳାରେ ପ୍ରାୟ 40 ହଜାର ଲୋକ ଏକାଠି ହୋଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes