ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର ଫାଣ୍ତି ଅଧିନସ୍ଥ ମାଝିମୁଣ୍ତା କେନାଲରୁ ସଟ୍ଟର କବାଟ କାଟି ନେଉଥିବା ବେଳେ ପୁଲିସ ପେଟ୍ରୋଲିଂ କରୁଥବା ସମୟରେ ୫ଜଣଙ୍କୁ ଗିରଫ କରିବା ସହ ଗାଡି ଜବତ କରି ଅଧିକ ତଦନ୍ତ ଚଳାଇଛି । ଗାଡିଟି ବରଗଡ ଜିଲ୍ଲାର ବୋଲି ସୂଚନା ମିଳିଛି।
Credible Local News of Odisha