ଅବସର ପ୍ରାପ୍ତ କିରାଣୀଙ୍କ ହୃଦଘାତରେ ପରଲୋକ

କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ କିରାଣୀ ଜଗବନ୍ଧୁ ସେଠୀଙ୍କ ଶୁକ୍ରବାର ୬୭ ବର୍ଷ ବୟସରେ ହୃଦଘାତରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି।

ସୂଚନା ଯୋଗ୍ୟ ଶ୍ରୀ ସେଠୀଙ୍କ କିଛି ଦିନ ହେବ ଅସୁସ୍ଥ ଥିଲେ। ଆଙ୍କୁରା ଗ୍ରାମ ବୈତରଣୀ ନଦୀକୂଳ ସ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି।ତାଙ୍କର ଏକମାତ୍ର ପୁତ୍ର ବିକାଶ ସେଠି ମୁଖାଗ୍ନି ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes