ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ ଦୁଇ ଯୁବକ ଅଚେତ

ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ତୁଳସୀକଟା ଗ୍ରାମରେ ଆଜି କୂଅରେ ପଡି ଯାଇଥିବା ଏକ ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ ତିନି ଜଣ ଯୁବକ ଶ୍ୱାସରୁଦ୍ଧ ହୋଇପଡିଥିବା ଜଣାପଡିଛି l

ସେମାନଙ୍କ ମଧ୍ୟରୁ ଜଣେ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଦୁଇଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଅଗ୍ନିଶମ ବାହିନୀ ଡାକ୍ତରଖାନାରେ ଭର୍ତ୍ତି କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes