ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଖୋର୍ଦ୍ଧା ଜିଲ୍ଲା ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଡିଆ ସରପଞ୍ଚ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ବରେ ଭୁବନେଶ୍ୱର ର ଅହଲ୍ୟା ହସ୍ପିଟାଲ ଙ୍କ ସହଯୋଗ ରେ ମାଗଣା ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।

ମୋତିଆବିନ୍ଦୁ,ସହ ଆଖିର ବିଭିନ୍ନ ରୋଗର ପରିକ୍ଷା ନିରିକ୍ଷା କରି ଲୋକମାନଙ୍କୁ ହସ୍ପିଟାଲ ପକ୍ଷରୁ ମାଗଣା ଅସ୍ତ୍ରୋପଚାର କରି ଔଷଧ ସେବନ କରିବା ପାଇଁ ପରାମର୍ଶ ଦେଇଥିଲେ।ପ୍ରାୟ ୩୦ରୁ ୪୦ଜଣଙ୍କ ଚକ୍ଷୁ ପରିକ୍ଷା କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes