ଏମ୍.ପି.ସି କଲେଜରେ ରକ୍ତ ଦାନ ଶିବିର ୧୩୫ ୟୁନିଟ ସଂଗ୍ରହ

ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଦ୍ୱାରା ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ଶିବିରରେ କଲେଜର ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ସହିତ ୧୩୫ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି।

ସମସ୍ତ ରକ୍ତଦାତାଙ୍କୁ ଆଶୁ ସେବା ପ୍ରଦାନ ସାଙ୍ଗକୁ ସାର୍ଟିପିକେଟ ଏବଂ ଆଇକାର୍ଡ ପ୍ରଦାନ କରାଯାଇଛି। ରକ୍ତଦାନ ଶିବିରର ପରିଚାଳନାରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes