ମାଓ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ତିଲକି ଗ୍ରାମ ନିକଟ ଜଙ୍ଗଲରେ ଏସଓଜି ଓ ଡିଭିଏଫ ଯବାନ ମାନେ କମ୍ବିଂ ଅପରେସନ କରି ଏକ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ମାଓ ସାମଗ୍ରୀ ଜବତ କରିଥିବା ଆଜି କହିଛନ୍ତି ଏସପି ବିନୀତ ଅଗ୍ରୱାଲ l
କ୍ୟାମ୍ପରେ ଥିବା ପ୍ରାୟ 10/12 ଜଣ ମାଓ କ୍ୟାଡର ଚଢ଼ାଉ ପୂର୍ବରୁ ଖସି ଯାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes