ଋଷିକୁଲ୍ୟା ନଦୀରେ ହେବ ଆନିକଟ, 149 କୋଟି ଖର୍ଚ୍ଚ ହେବ

ଗଞ୍ଜାମ ଜିଲ୍ଲାର ବରଦା ଗ୍ରାମ. ନିକଟରେ ଋଷିକୂଲ୍ୟା ନଦୀରେ ଆନିକଟ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି l
36 ମାସ ମଧ୍ୟରେ ଶେଷ କରିବାକୁ ଥିବା ଏହି ଆନିକଟ କମରେ ଖର୍ଚ୍ଚ ହେବ 149 କୋଟି 70 ଲକ୍ଷ ଟଙ୍କା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes