ମହିଳା ନେତୃତ୍ବ ଦକ୍ଷତା ବିକାଶ ତାଳିମ୍ ଉଦଯାପିତ

ଦ ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଦ୍ୱାରା ତରଭା ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଦୁବୁଲା ଠାରେ ଚାଲିଥିବା ତିନିଦିନିଆ ମହିଳା ନେତୃତ୍ୱ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି l

ଫିଲଡ଼ ଟ୍ରେନର ଲକ୍ଷ୍ଣଣ କୁମାର ସା ତାଲିମ ପ୍ରଦାନ ଦେଇଥିଲେ ଏଥିରେ ଦୁବୁଲା, ସରଗଜ, ତୁଲୁଣ୍ଡା ଗ୍ରାମପଞ୍ଚାୟତର ନବନିର୍ବାଚିତ ମହିଳା ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡମେମ୍ବର ମାନେ ଅଂଶ ଗ୍ରହଣ କରିଥିଲେ ଶିବିରାର୍ଥିମାନଙ୍କୁ ୩ ଦିନ ଧରି ତାଲିମ ପ୍ରଦାନ କରାଯିବା ସହ ଅନ୍ତିମଦିନରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes