ପଥର ଖାଦାନରେ ବ୍ଲାଷ୍ଟିଙ୍ଗ, ଜଣେ ମୃତ

ସୋରୋ ନିକଟ ବାଗୁଡ଼ି ଠାରେ ଥିବା ଏକ ପଥର ଖାଦାନରେ ଆଜି ବ୍ଲାଷ୍ଟିଂ ବେଳେ ଏକ ବଡ଼ ପଥର ଖଣ୍ଡ ଖସି ଜଣେ ଜେସିବି ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes