ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ମହିଳା ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଭିଯୁକ୍ତ ବିଶ୍ୱଜିତ ସ୍ବାଇଁଙ୍କୁ ଥାନାରେ ଅଟକ ରଖିଛି ପୁଲିସ।
ଗତକାଲି ରାତିରେ ଗାଡ଼ି ସାଇଡ୍କୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
Credible Local News of Odisha