ମହିଳାଙ୍କ ସଶକ୍ତିକରଣ ପାଇଁ ୟୁଏନଡ଼ିପିଏ ସହ ଚୁକ୍ତିନାମା

ଓଡ଼ିଶାରେ 60 ଲକ୍ଷ ମହିଳାଙ୍କ ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ସେମାନଙ୍କୁ ଡିଜିଟାଲି ସୁଦକ୍ଷ କରିବା ପାଇଁ ଆଜି ଓଡିଶା ସରକାର ଓ ୟୁଏନଡ଼ିପିଏ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes