କେନ୍ଦ୍ର ସରକାରଙ୍କ ଭାରତୀୟ ଦକ୍ଷତା ବିକାଶ ସେବାର 40 ଜଣିଆ ଶିକ୍ଷାନବୀଶ ଅଧିକାରୀ ଓଡିଶା ଗସ୍ତରେ ଆସି ଆଜି ରାଜୀବ ଭବନରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି l
Credible Local News of Odisha