ମହିଳାଙ୍କୁ କଲରାପତରିଆ ବାଘ ମାରିଛି: ପିସିସିଏଫ

ସୁନାବେଡ଼ା ଅଭୟାରଣ୍ୟରେ ବାଘ ଆକ୍ରମଣରେ ମହିଳା ମୃତ୍ୟୁ ପ୍ରସଙ୍ଗରେ ମହାବଳ ନୁହେଁ କଲରାପତରିଆ ବାଘ ବୋଲି ସ୍ପଷ୍ଟ କରିଛନ୍ତି ପିସିସିଏଫ।

ବାଘ ଉପରେ ନଜର ରହିଛି, ଲୋକଙ୍କୁ ସତର୍କ କରାଯାଇଛି, ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବାକୁ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes