ମହିଳାଙ୍କଠୁ ୫୦ ହଜାର ଟଙ୍କା ଝାମ୍ପିନେଲେ ଲୁଟେରା

ବାଲେଶ୍ବର ଜିଲ୍ଲା ଅମର୍ଦ୍ଦା ଛକରେ ବାଇକରେ ଆସି ୨ ଲୁଟେରା ଲୁଟ୍ କରିଥିବା ଅଭିଯୋଗ ହୋଇଛି।

ବ୍ୟାଙ୍କରୁ ଏସ୍ଏଚଜି ଟଙ୍କା ଉଠାଇ ଫେରିବା ବେଳେ ଲୁଟି ନେଇଛନ୍ତି ଲୁଟେରା। ଲୁଟ୍ ନେଇ ଅମର୍ଦ୍ଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି ମହିଳା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes