ନିର୍ବାହୀ ଯନ୍ତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକସହକାରୀ ନିର୍ବାହୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।

ବ୍ଲକ ସଭା ଗୃହରେ ଅବସର କାଳୀନ ସମ୍ବର୍ଦ୍ଧନା ନିରାଡାମ୍ବର ଭାବେ ପାଳିତ ହୋଇଛି। ଆୟୋଜିତ ସଭା ବ୍ଲକ ଅଧକ୍ଷା ଶୁକାନ୍ତି ନାଏକ ଙ୍କ ଅଧକ୍ଷତାରେ ଉପାଧ୍ୟକ୍ଷା ବିଣା ପାଣି ନାୟକ, ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ସାହାରପଡା ବିଡ଼ିଓ ବିଜୟ କୁମାର ନାଏକଙ୍କ ସହ ବ୍ଲକର କାର୍ଯ୍ୟରତ ପି ଇ ଓ, ଜେଇ, ଜିଆର ଏସ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes