କଟକ ମହାନଦୀ ପଠାରେ ଗାଧୋଇବା ବେଳେ ବୁଡ଼ି ବ୍ୟବସାୟୀ ନିଖୋଜ ଅଛନ୍ତି।
ନିଖୋଜ ବ୍ୟକ୍ତିଙ୍କ ଘର ବିହାରରେ ହୋଇଥିବା ବେଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଆସିଥିଲେ। ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।
Credible Local News of Odisha