ଜାତୀୟ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ

ଆଜି ବରଗଡ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ନାଟ୍ୟ ଓ ପାଲା ଦ୍ଵାରା କ୍ୟାନ୍ସର ରୋଗର ସଚେତନତା କାର୍ଯ୍ୟକ୍ରମ କରି ଜନ ସାଧାରଣଙ୍କୁ କ୍ୟାନ୍ସର ରୋଗ ପ୍ରତି ସଚେତନତା ରହିବାକୁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes