ମହାନଦୀରୁ ଘଡ଼ିଆଳ କୁମ୍ଭୀରର ମୃତଦେହ ଉଦ୍ଧାର

ମହାନଦୀର ମାରୱାଡିପଡ଼ା ଘାଟରୁ ବନ ବିଭାଗ ଦ୍ୱାରା ଏକ ଘଡ଼ିଆଳ କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଛି।

ମୃତ ଘଡ଼ିଆଳ କୁମ୍ଭୀର ଲମ୍ବ ୮ ଫୁଟ, ମୋଟେଇ ୨ ଫୁଟ ୫ ଇଞ୍ଚ ରହିଥିବା ବେଳେ କୁମ୍ଭୀରଟିର ଲାଞ୍ଜରେ ଏକ ଜିପିଏସ୍ ଲାଗିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes