ମହାନଦୀରେ ବୁଡ଼ି ଯୁବକ ନିଖୋଜ

କଟକ ଚହଟା ପାର୍କ ନିକଟରେ ଗାଧୋଇବା ବେଳେ ବୁଡ଼ି ଯୁବକ ନିଖୋଜ ହୋଇଯାଇଛନ୍ତି।

ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରଖିଛି। ନିଖୋଜ ଯୁବକ ଚାନ୍ଦିନୀଚୌକ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes