ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ୩ ସୂଚନାଧିକାର କର୍ମୀଙ୍କ ଧାରଣା

ଦେବତ୍ତୋର ବିଭାଗ ଅଧୀନ ସମଲେଶ୍ୱରୀ, ପାଟଣେଶ୍ୱରୀ ଓ ଗୋପାଳଜିଉ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରି ବଲାଙ୍ଗିରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ୩ ସୂଚନାଧିକାର କର୍ମୀ ଧାରଣା ଦେଇଛନ୍ତି।

ସୂଚନାଧିକାର କର୍ମୀମାନେ ତଦନ୍ତ ଦାବି କରି ଧାରଣାରେ ବସିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes